Joe Biden Prostate Cancer Diagnosis: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ କ୍ୟାନସର ହୋଇଥିବା ସୂଚନା ମିଳିଛି । ବାଇଡେନଙ୍କ ପରିସ୍ରା ପରୀକ୍ଷା ପରେ ରିପୋର୍ଟରେ କ୍ୟାନସର ହୋଇଥିବା ଜଣା ପଡିଛି । ସାରା ବିଶ୍ୱରୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଉଛି । 

Joe Biden Prostate Cancer Diagnosis: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର
Array