Jollywood Controversy: ଯାତ୍ରା ବିବାଦରେ ମୁହଁ ଖୋଲିଲେ ସୌମ୍ୟ, କହିଲେ- 'ମୁଁ ବି ଥିଲି ଯାତ୍ରା ମାଲିକ'
ଯଲିଉଡ୍ ବିବାଦ ଭିତରେ ଜନ୍ମ ନେଇଥିବା ନୂଆ ଯାତ୍ରା ପାର୍ଟି 'ପ୍ରମୋଦିନୀ'ର ଶୁଭାରମ୍ଭ କରି ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସମସ୍ତେ ଭାବିବା ଦରକାର ଯାତ୍ରା ପାଇଁ ଦର୍ଶକ ହିଁ ବଡ଼ । କିଏ ବଡ଼ କି କିଏ ସାନ ନୁହଁନ୍ତି ।