Jurassic World Rebirth: ଫିଲ୍ମର ବଜେଟ ୧୫୦୦ କୋଟି, ଏବେବି ଚାଲିଛି ହାଉସଫୁଲ୍

ଜୁରାସିକ୍ ୱାର୍ଲଡ ରିବର୍ଥ ନଅ ଦିନରେ ଭାରତରେ ୬୫ କୋଟି ଟଙ୍କା ଆୟ କରିଛି । ଫିଲ୍ମଟି ସାରା ବିଶ୍ୱରେ ୩ହଜାର ୩୦୦ କୋଟି ଟଙ୍କା ରୋଜଗାର କରିସାରିଛି । ଜୁରାସିକ୍ ୱାର୍ଲ୍ଡ: ରିବର୍ଥ ହେଉଛି ଗାରେଥ୍ ଏଡୱାର୍ଡସ୍ ଦ୍ୱାରା ନିର୍ଦ୍ଦେଶିତ ଏକ ସାଇନ୍ସ ଫିକସନ୍ ଥ୍ରୀଲର ।

Jurassic World Rebirth: ଫିଲ୍ମର ବଜେଟ ୧୫୦୦ କୋଟି, ଏବେବି ଚାଲିଛି ହାଉସଫୁଲ୍
Array