Jyoti Malhotra Pakistan Link: ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ

ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାକୁ ପାକିସ୍ତାନ ସ୍ପାଏ ସନ୍ଦେହରେ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କର ପାକିସ୍ତାନର ବହୁ ହାଇପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ସହ ଫଟୋ ରହିଛି । ଏହା ସହ ସେ ଚଳିତ ବର୍ଷ ପହଲଗାମ ମଧ୍ୟ ଯାଇଥିଲେ ।

Jyoti Malhotra Pakistan Link: ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ
Array