Kajol: ସିନେମା ହଲ୍‌କୁ ଫେରୁଛନ୍ତି କାଜୋଲ; ସୈତାନ ସହ ହେବ ଘମାଘୋଟ୍ ଲଢେଇ

ଏବେ କାଜୋଲ ଖୁବ ଚର୍ଚ୍ଚାରେ। ତାଙ୍କର ଆଗାମୀ ଫିଲ୍ମ 'ମା' ଆସୁଛି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଆଗାମୀ ଫିଲ୍ମ 'ମା'ର ପୋଷ୍ଟର ରିଲିଜ୍‌ କରିଛନ୍ତି। ପୋଷ୍ଟର୍‌ରେ କାଜୋଲ ଏବଂ ଜଣେ ସୈତାନଙ୍କୁ ଦେଖିବାକୁ ମିଳିଛି।

Kajol: ସିନେମା ହଲ୍‌କୁ ଫେରୁଛନ୍ତି କାଜୋଲ; ସୈତାନ ସହ ହେବ ଘମାଘୋଟ୍ ଲଢେଇ
Array