Kalabaisakhi Warning Odisha: ଆଜି ବି ରାଜ୍ୟରେ ତାଉ ଦେଖାଇପାରେ କାଳବୈଶାଖୀ: ୧୩ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ପ୍ରବଳ ବର୍ଷା, ଘଡଘଡି ଓ ବିଜୁଳି ନେଇ ୫ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କ କରା ଯାଇଥିବା ଜିଲ୍ଲା ଗୁଡିକରେ ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Kalabaisakhi Warning Odisha: ଆଜି ବି ରାଜ୍ୟରେ ତାଉ ଦେଖାଇପାରେ କାଳବୈଶାଖୀ: ୧୩ ଜିଲ୍ଲାକୁ ୱାର୍ଣ୍ଣିଂ
Array