Kalbaisakhi Warning in Odisha: ଆଜି ଏହି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ବହିବ ପବନ; ସତର୍କ କଲା ପାଣିପାଗ କେନ୍ଦ୍ର

୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Kalbaisakhi Warning in Odisha: ଆଜି ଏହି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ବହିବ ପବନ; ସତର୍କ କଲା ପାଣିପାଗ  କେନ୍ଦ୍ର
Array