Kamal Haasan: କନ୍ନଡ -ତାମିଲ୍ ବିବାଦ ପରେ ‘ହିନ୍ଦୀ’କୁ ନେଇ ବିବାଦୀୟ ମତ ଦେଲେ କମଲ ହାସନ
ସୁପରଷ୍ଟାର କମଲ ଏକ ବୟାନ ଦେଇଥିଲେ ଯେ କନ୍ନଡ ଭାଷା ତାମିଲରୁ ଜନ୍ମ ହୋଇଛି। ଏହା ପରେ ବହୁତ ବିବାଦ ହୋଇଥିଲା। ଏହି ବିଷୟରେ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା କିନ୍ତୁ ସେ କ୍ଷମା ମାଗିବାକୁ ମନା କରିଦେଇଥିଲେ। ଏବେ କମଲ ହାସନ ହିନ୍ଦୀ ଉପରେ ନିଜର ମତ ପ୍ରକାଶ କରିଛନ୍ତି।