Kapil Sharma: କ୍ଷମା ନମାଗିଲେ ଭୟଙ୍କର ପରିଣାମ, ଏଭଳି ଧମକ ଦେଇଛି ଆତଙ୍କୀ ହରଜିତ୍ ସିଂ ଲ।ଡି
କିଛି ଦିନ ତଳେ ହିଁ କ।ନ।ଡ।ରେ ନିଜର କ।ଫେ ଖୋଲିଥିଲେ କପିଲ୍ ଶର୍ମ। । ହେଲେ ଉଦଘ।ଟନର ଦିନ ପରେ ଆତଙ୍କୀଙ୍କ ଗୁଳିମାଡ଼ ହୋଇଛି କାଫେ ଉପରେ । ଗୁଳିମାଡ଼ ପରେ ପୋଲିସ ସହ ଫରେନସିକ୍ ଟିମ ଘଟଣ।ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।