Kashmir Tourists with Tight Security: କାଶ୍ମୀର ପହଲଗାମରେ ସ୍ଥିତି ପରଖିଲା ଓଟିଭି, କଡ଼ା ସୁରକ୍ଷାରେ ବୁଲୁଛନ୍ତି ପର୍ଯ୍ୟଟକ
ଘାଟିରେ ଘଟିଥିବା ଦଶନ୍ଧିର ନରସଂହାର ପରେ କେମିତି ଅଛି ପହଲଗାମ? ଘାତକ ଆତଙ୍କୀ ହମଲା ପରେ କେମିତି ଅଛି ସେଠାକାର ସ୍ଥିତି? କେମିତି ଅଛନ୍ତି ଏବେ ପହଲଗାମକୁ ବୁଲି ଆସିଥିବା ପର୍ଯ୍ୟଟକ ? ଏସବୁ ଜାଣିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।