Katrina Birthday : ୪୨ ‍ବର୍ଷରେ କ୍ୟାଟ୍ରିନା, ସ୍ବାମୀ କଲେ ଏଭଳି ଉଇସ୍

ଭିକ୍କି କୌଶଲଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ହିଁ ଫ୍ୟାନ୍ସଙ୍କ କମେଣ୍ଟର ସୁଅ ଛୁଟିଛି। ଜଣେ ଲେଖିଛନ୍ତି ଫଟୋଗୁଡ଼ିକ ବହୁତ ଭଲ ହୋଇଛି । ଅନ୍ୟ ଜଣେ ଲେଖିଛନ୍ତି ଅଭିନେତ୍ରୀଙ୍କ ସ୍ଵାମୀ ତାଙ୍କର ବହୁତ ଯତ୍ନ ନିଅନ୍ତି।

Katrina Birthday : ୪୨ ‍ବର୍ଷରେ କ୍ୟାଟ୍ରିନା, ସ୍ବାମୀ କଲେ ଏଭଳି ଉଇସ୍
Array