Kedarnath Ropeway Project: ୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ହେବ ପୂରଣ; କେଦାରନାଥ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ
୧୨.୯ କିଲୋମିଟରର କେଦାରନାଥ ରୋପ୍ ୱେ ପ୍ରକଳ୍ପ ପାଇଁ ୪ ହଜାର ୮୧ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରଖାଯାଇଛି। ସେହିପରି ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ୨ ହଜାର ୭୩୦ କୋଟି ଟଙ୍କା। କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।