Keonjhar Administration Cracks Down on Sand Mafia; Seizes Tractors, Hyvas and JCBs in Surprise Raid
#ବାଲି_ମାଫିଆଙ୍କ_ଉପରେ_ଆକ୍ସନ ବାଲିଘାଟରେ ପ୍ରଶାସନର ଅଚାନକ ରେଡ୍। ଜବତ ହେଲା ଟ୍ରାକ୍ଟର, ହାଇୱା ଓ ଜେସିବି। କେନ୍ଦୁଝର ଜିଲ୍ଲାରେ ବୈତରଣୀ ଓ କୁଶେଇ ନଦୀର ବାଲିଘାଟରେ ଚଢ଼ାଉ କରି ଏସବୁ ଗାଡ଼ିକୁ ଜବତ କରିଛି ପ୍ରଶାସନ। #SandSmuggling #Rai
#ବାଲି_ମାଫିଆଙ୍କ_ଉପରେ_ଆକ୍ସନ
ବାଲିଘାଟରେ ପ୍ରଶାସନର ଅଚାନକ ରେଡ୍। ଜବତ ହେଲା ଟ୍ରାକ୍ଟର, ହାଇୱା ଓ ଜେସିବି। କେନ୍ଦୁଝର ଜିଲ୍ଲାରେ ବୈତରଣୀ ଓ କୁଶେଇ ନଦୀର ବାଲିଘାଟରେ ଚଢ଼ାଉ କରି ଏସବୁ ଗାଡ଼ିକୁ ଜବତ କରିଛି ପ୍ରଶାସନ।
#SandSmuggling #Rai