Kiit Suicide Row: କିଟ୍ କାଣ୍ଡର ସରଜମିନ୍ ଯାଞ୍ଚ କରି ଫେରିଗଲା NHRC ଟିମ୍, ଖୁବ ଶୀଘ୍ର ଦାଖଲ ହେବ ରିପୋର୍ଟ

କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି।

Kiit Suicide Row: କିଟ୍ କାଣ୍ଡର ସରଜମିନ୍ ଯାଞ୍ଚ କରି ଫେରିଗଲା NHRC ଟିମ୍, ଖୁବ ଶୀଘ୍ର ଦାଖଲ ହେବ ରିପୋର୍ଟ
Array