Kiit University Land Scam: ଅଚ୍ୟୁତଙ୍କ ଶୋଷଣରେ କେମିତି ଅତିଷ୍ଠ ବରିଷ୍ଠ ?
କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ବର୍ଷ ବର୍ଷର କଷ୍ଟ ଉପାର୍ଜିତ ଧନରେ ବରିଷ୍ଠ ନାଗରିକ କିଣିଥିବା ଜମି ବି ମାଡ଼ି ବସିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିସ୍ ଆଦିବାସୀ ସ୍କୁଲ ଓ ଏହା ନିକଟରେ ଥିବା ଜଗନ୍ନାଥ ମନ୍ଦିର ବାହାନାରେ ଏସବୁ ଜମିକୁ ଜବରଦଖଲ କରି ନେଇଛନ୍ତି। ଖାଲି ସେତିକି ନୁହେଁ, FIR ଦେବାକୁ ଯିବାରୁ ସେମାନଙ୍କ ଉପରେ ଆକ୍ରମଣ ବି କରାଯାଇଛି।