KL Rahul Celebration : ଆରସିବି ମ୍ୟାନେଜମେଣ୍ଟକୁ କଡା ଜବାବ ଦେଲେ ଲୋକାଲ ବୟ ରାହୁଲ
ମ୍ୟାଚ ପରବର୍ତ୍ତୀ ରାହୁଲଙ୍କ ସେଲିବ୍ରେସନ ବେଶ ଆକର୍ଷଣୀୟ ଥିଲା। ୟଶ ଦୟାଲଙ୍କୁ ଛକା ମାରି ଷ୍ଟାଇଲରେ ମ୍ୟାଚ ଫିନିଶ କରିଥିବା ବେଳେ କାନ୍ତାରା ଫିଲ୍ମ ଷ୍ଟାଇଲରେ ସେଲିବ୍ରେଟ କରିଥିଲେ। ରାହୁଲଙ୍କ ଏଭଳି ସେଲିବ୍ରେସନକୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଆରସିବି ମ୍ୟାନେଜମେଣ୍ଟ ପାଇଁ ଏକ ଷ୍ଟେଟମେଣ୍ଟ ବୋଲି କହିଥିଲେ।