KL Rahul Dating List: ବିବାହ ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହ କେଏଲ ରାହୁଲଙ୍କ ରୋମାନ୍ସ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ ଖେଳାଳି କେଏଲ ରାହୁଲ ୨୦୨୩ ମସିହାରେ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତି ଏକ କୁନି ପରୀର ବାପାମାଆ ହୋଇଛନ୍ତି। କିନ୍ତୁ ଏଠାରେ ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ସହିତ ପରିଚୟ କରାଇବୁ ଯେଉଁମାନଙ୍କ ସହ କେଏଲ ରାହୁଲ ବିବାହ ପୂର୍ବରୁ ରୋମାନ୍ସ କରିଛନ୍ତି।

KL Rahul Dating List: ବିବାହ ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହ କେଏଲ ରାହୁଲଙ୍କ ରୋମାନ୍ସ
Array