Knee‑Deep in Water: ବାଜିରେ ଲାଗିଛି ଜୀବନ; ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ...

ଅଧିକ ବର୍ଷା ହେଲେ ସ୍କୁଲ ଯାଇ ପାରୁ ନାହାନ୍ତି ଛାତ୍ରଛାତ୍ରୀ। ନଦୀରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନି।

Knee‑Deep in Water: ବାଜିରେ ଲାଗିଛି ଜୀବନ; ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ...
Array