Laba Hansda Controversy: ବାହା ହୋଇଛନ୍ତି ଲବ ହାଁସଦା, ଏଇଠି ରୁହନ୍ତି ତାଙ୍କ ସ୍ତ୍ରୀ ଓ ଝିଅ...

ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଲବଙ୍କ ପତ୍ନୀ ବର୍ତ୍ତମାନ ଭଦ୍ରକରେ ରହୁଛନ୍ତି । କ୍ୟାମେରା ସମ୍ମୁଖରେ ମୁହଁ ଖୋଲିଲେ ଲବଙ୍କ ବଡବାପା ପୁଅ ଭାଇ ।

Laba Hansda Controversy: ବାହା ହୋଇଛନ୍ତି ଲବ ହାଁସଦା, ଏଇଠି ରୁହନ୍ତି ତାଙ୍କ ସ୍ତ୍ରୀ ଓ ଝିଅ...
Array