LAC ନିକଟରେ ଡ୍ରାଗନର ଯୁଦ୍ଧାଭ୍ୟାସ । ସୀମାରେ ସ୍ଥିତି ସ୍ଥିର ବି ସମ୍ବେଦନଶୀଳ ।
କନକ ବ୍ୟୁରୋ: ସୁଧୁରୁନି ଡ୍ରାଗନ୍, ପୁଣି ଚାଲାକି ଦେଖାଇଲାଣି ଚୀନ୍ । ଭାରତ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନିଜ ସେନାମାନଙ୍କୁ ହଟାଇବାକୁ ଓ ପାଟ୍ରୋଲିଂ ଆରମ୍ଭ କରିବାକୁ ୨୦୨୪ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା । ତେବେ ଏହି ଚୁକ୍ତିକୁ ଏବେ ଚୀନ୍ ଫୁ’ କରି ଉଡାଇ ଦେଇଥିବା କୁହାଯାଉଛି । ଏଲ୍ଏସି ନିକଟରେ ଚୀନ୍ ପୁଣି ମିଲେଟ୍ରି ଡ୍ରିଲ୍ କରିଥିବା ସୂଚନା ମିଳିଛି । ଗୋଟିଏ ପଟେ ଦେଶ ସେନା ଦିବସ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ଚୀନ୍ ସେନା ଏଲ୍ଏସି ନିକଟରେ ଡ୍ରିଲ୍ ଆରମ୍ଭ କରିଛି । ଚୀନର ସେନା ପିପୁଲ୍ସ ଲିବରେସନ୍ ଆର୍ମିର ସିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ୱରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି । ତେବେ ଭାରତ ଓ ଚୀନ୍ ମଧ୍ୟରେ ଏଲ୍ଏସି ନିକଟରୁ ନିଜ ନିଜର ସେନାକୁ ପ୍ରତ୍ୟାହୃତ କରିବା ପାଇଁ ୨୦୨୪ ଅକ୍ଟୋବର ୨୧ରେ ତାରିଖରେ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା । ଚୀନ ଏବେ ଏହି ଚୁକ୍ତିକୁ ବେଖାତିର୍ କରୁଥିବା ଜଣାପଡିଛି । ଖଇଉରେ ଚୀନର ଦାଦାଗିରିସୀମା ନିକଟରେ ଚୀନର ଯୁଦ୍ଧଭ୍ୟାସଏଲଏସିରେ ପୁଣି ଚୀନର ଦାଦାଗିରିଭାରତ-ଚୀନ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଚାଲାକିନିଜ ସେନାମାନଙ୍କୁ ହଟାଇବା ନେଇ ଆଲୋଚନା ପରେ ବି ସୁଧୁରୁନି ଚୀନ୍ଏଲ୍ଏସି ନି

କନକ ବ୍ୟୁରୋ: ସୁଧୁରୁନି ଡ୍ରାଗନ୍, ପୁଣି ଚାଲାକି ଦେଖାଇଲାଣି ଚୀନ୍ । ଭାରତ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନିଜ ସେନାମାନଙ୍କୁ ହଟାଇବାକୁ ଓ ପାଟ୍ରୋଲିଂ ଆରମ୍ଭ କରିବାକୁ ୨୦୨୪ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା । ତେବେ ଏହି ଚୁକ୍ତିକୁ ଏବେ ଚୀନ୍ ଫୁ’ କରି ଉଡାଇ ଦେଇଥିବା କୁହାଯାଉଛି । ଏଲ୍ଏସି ନିକଟରେ ଚୀନ୍ ପୁଣି ମିଲେଟ୍ରି ଡ୍ରିଲ୍ କରିଥିବା ସୂଚନା ମିଳିଛି । ଗୋଟିଏ ପଟେ ଦେଶ ସେନା ଦିବସ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ଚୀନ୍ ସେନା ଏଲ୍ଏସି ନିକଟରେ ଡ୍ରିଲ୍ ଆରମ୍ଭ କରିଛି । ଚୀନର ସେନା ପିପୁଲ୍ସ ଲିବରେସନ୍ ଆର୍ମିର ସିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ୱରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି ।
ତେବେ ଭାରତ ଓ ଚୀନ୍ ମଧ୍ୟରେ ଏଲ୍ଏସି ନିକଟରୁ ନିଜ ନିଜର ସେନାକୁ ପ୍ରତ୍ୟାହୃତ କରିବା ପାଇଁ ୨୦୨୪ ଅକ୍ଟୋବର ୨୧ରେ ତାରିଖରେ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା । ଚୀନ ଏବେ ଏହି ଚୁକ୍ତିକୁ ବେଖାତିର୍ କରୁଥିବା ଜଣାପଡିଛି ।
ଖଇଉରେ ଚୀନର ଦାଦାଗିରି
ସୀମା ନିକଟରେ ଚୀନର ଯୁଦ୍ଧଭ୍ୟାସ
ଏଲଏସିରେ ପୁଣି ଚୀନର ଦାଦାଗିରି
ଭାରତ-ଚୀନ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଚାଲାକି
ନିଜ ସେନାମାନଙ୍କୁ ହଟାଇବା ନେଇ ଆଲୋଚନା ପରେ ବି ସୁଧୁରୁନି ଚୀନ୍
ଏଲ୍ଏସି ନିକଟରେ ଚୀନ୍ ପୁଣିଥରେ କରିଛି ସାମରିକ ଡ୍ରିଲ୍
ଚୀନର ସେନା ପିପୁଲ୍ସ ଲିବରେସନ୍ ଆର୍ମିର ଯହାନ ମାନେ କରିଛନ୍ତି ଡ୍ରିଲ୍
ଚୀନର ଏହି ସାମରିକ ଡ୍ରିଲରେ ଯୁଦ୍ଧ ବିମାନ ଓ ଡ୍ରୋନ ଦେଖିବାକୁ ମିଳିଛି
ସେନାର ଉନ୍ନତମାନର ଯୁଦ୍ଧାସ୍ତ୍ରର ବ୍ୟବହାର କରାଯାଇଥିବା ଜଣାପଡିଛି ।