largest gold mines: ସବୁଠୁ ବଡ଼ ସୁନା ଖଣିର ସନ୍ଧାନ, ବିଶ୍ବ ମାଇନିଂ ବଜାରରେ ହଲଚଲ
ପରିବେଶବିତଙ୍କ କହିବା କଥା ଏଣ୍ଡିଜରେ ଖନନ କରିବା ସୁରକ୍ଷିତ ନୁହେଁ । ଏହା ପରିବେଶକୁ ପ୍ରଭାବିତ କରିପ।ରେ । ଏଣ୍ଡିଜରେ ଏବେବି ବହୁତ କିଛି ଲୁଚି ରହିଥିବା ମାଇନିଂ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା କିଛି ଲେ।କ କହୁଛନ୍ତି ..