Lashkar-e-Taiba's Most Wanted Terrorist Abu Qatal Eliminated in Pakistan

#ମୋଷ୍ଟ_ୱାଣ୍ଟେଡ୍_ଆତଙ୍କୀ_ନିପାତ ଭାରତର ଶତ୍ରୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଅବୁ କତାଲ ନିପାତ। ଲସ୍କର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଅବୁ କତାଲକୁ ପାକିସ୍ତାନରେ ନିପାତ କରାଯାଇଛି। କଶ୍ମୀରରେ ହୋଇଥିବା ଏକାଧିକ ଆକ୍ରମଣରେ ଜଡ଼ିତ ଥିଲା କତାଲ। NIA