Law Student Allegedly Gangraped Inside South Kolkata Law College
#କୋଲକାତାରେ_ପୁଣି_ଲଜ୍ଜା RG କର୍ ଡାକ୍ତର ଦୁଷ୍କର୍ମ ମାମଲା ମନରୁ ନଲିଭୁଣୁ ପୁଣି କୋଲକାତାରେ ଆଉ ଏକ ଲଜ୍ଜା। ସାଉଥ କୋଲକାତା ଲ' କଲେଜ ଭିତରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ କରି ୫ ଦିନ ରିମାଣ୍ଡ
#କୋଲକାତାରେ_ପୁଣି_ଲଜ୍ଜା
RG କର୍ ଡାକ୍ତର ଦୁଷ୍କର୍ମ ମାମଲା ମନରୁ ନଲିଭୁଣୁ ପୁଣି କୋଲକାତାରେ ଆଉ ଏକ ଲଜ୍ଜା। ସାଉଥ କୋଲକାତା ଲ' କଲେଜ ଭିତରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ କରି ୫ ଦିନ ରିମାଣ୍ଡ