Life in Cement Pipe: ବାହାରେ କାଚୁଛି ଲଘୁଚାପ ବର୍ଷା...ସିମେଣ୍ଟ ପାଇପ୍ ଭିତରେ କଟୁଛି ବୁଢ଼ା ମଉସାଙ୍କ ଜୀବନ

ବୃଦ୍ଧ ଙ୍କୁ ଖାଇବା କଥା ପଚାରି ବାରୁ ସେ ମୁଣ୍ଡ ହଲାଇ ଖାଇବାକୁ କହିଥିଲେ।କିଛି ଖାଦ୍ୟ ଆଣି ଆମେ ତାଙ୍କୁ ଉକ୍ତ ନଳ ଭିତରୁ ବାହାରକୁ ଡାକିବାରୁ ସେ ବାହାରକୁ ବାହାରି ଆସି ଖାଦ୍ୟ ଖାଇଥିଲେ। ସେହି ସମୟରେ କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ, ହେଲେ ସେ କିଛି କହିବାକୁ ସକ୍ଷମ ହୋଇନଥିଲେ । ଖାଇସାରି ବୃଦ୍ଧ ଜଣକପୁଣି ସେଇ ସିମେଣ୍ଟ ନଳ ଭିତରକୁ ଯାଇ ରାତ୍ର ଯାପନ କରିଥିଲେ।

Life in Cement Pipe: ବାହାରେ କାଚୁଛି ଲଘୁଚାପ ବର୍ଷା...ସିମେଣ୍ଟ ପାଇପ୍ ଭିତରେ କଟୁଛି ବୁଢ଼ା ମଉସାଙ୍କ ଜୀବନ
Array