Live In Relationship: ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଖୁଲାସା; ମୁଁ ଲିଭ୍-ଇନ୍-ରିଲେସନ୍ସିପ୍ରେ ରହୁଥିଲି, ମା’ ହେଇଗଲି
ମନୋରଞ୍ଜନ ଜଗତରେ, ଲିଭ୍-ଇନ୍ ଏକ ସାଧାରଣ କଥା ହୋଇଗଲାଣି। ଅନେକ ସେଲିବ୍ରିଟି ଲିଭ୍-ଇନ୍ ସମ୍ପର୍କରେ ରୁହନ୍ତି, କେତେକ ବିବାହ କରନ୍ତି ଏବଂ କେତେକ ବିବାହ କରନ୍ତି ନାହିଁ। ଏମିତ୍ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ଯିଏ ଲିଭ୍-ଇନ୍ ସମ୍ପର୍କରେ ରହି ଗର୍ଭବତୀ ହୋଇ ଏକ ଝିଅର ମା’ ହୋଇଥିଲେ। ଏବେ ସେ ବିବାହ କରିଛନ୍ତି।