Living in Broken House: ସମସ୍ତେ ଆରପାରିରେ...ଭଙ୍ଗା କୁଡ଼ିଆରେ କଟୁଛି ବୁଢ଼ୀ ମାଉସୀର ଅଭିଶପ୍ତ ଜୀବନ
ବଙ୍ଗାଳୀଙ୍କ ଏପରି ଅବସ୍ଥା ଦେଖିଲେ ଯେ କେହି ପ୍ରଶ୍ନ କରିବ ସରକାରଙ୍କ ପକ୍କା ଘର ଯୋଜନା କାହା ପାଇଁ ? ବଙ୍ଗାଳିଙ୍କ ବାବଦରେ ଆମେ ଭଞ୍ଜନଗର ଉପଜିଲ୍ଲାପାଳ ସହ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ରେ ସାମିଲ କରାଯିବ। ଏବେ ଦେଖିବାକୁ ବାକି ରହିଲା ମୁଣ୍ଡ ଗୁଂଜିବାକୁ ଏ ବୁଢ଼ୀ ମାଉସୀଙ୍କୁ କେବେ ମିଳୁଛି ଖଣ୍ଡେ ଘର।