Lord's Test: ଲର୍ଡ୍ସରେ ତୃତୀୟ ଟେଷ୍ଟ କାହିଁକି ହାରିଲା ଟିମ୍ ଇଣ୍ଡିଆ ?
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଠାରୁ ପରାଜିତ ହୋଇ ସିରିଜ୍ରେ ୧-୨ରେ ପଛରେ ରହିଯାଇଛି ଟିମ୍ ଇଣ୍ଡିଆ । ଅଧିକାଂଶ ବ୍ୟାଟର୍ଙ୍କ ବିଫଳତା ପରାଜୟର ସବୁଠାରୁ ବଡ଼ କାରଣ ଥିଲା । ଏହାଛଡ଼ା ବ୍ୟାଟର୍ଙ୍କ ପାଇଁ ପିଚ୍ ଚାଲେଞ୍ଜିଂ ହେବା ଓ ବେନ୍ ଷ୍ଟୋକ୍ସଙ୍କ ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରି ନ ଥିଲା ଶୁବମନ ଗିଲ୍ଙ୍କ ଟିମ୍ ।