Mahabharat Katha : ମହାଭାରତ ଯୁଦ୍ଧ ପରେ କେଉଁଠି ରହୁଥିଲେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ; କେବେ, କିପରି ହେଲା ମୃତ୍ୟୁ

ମହାଭାରତ ଯୁଦ୍ଧ ପରେ ନୂଆ ପରିସ୍ଥିତିରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ନିଜକୁ ଅବହେଳିତ ଅନୁଭବ କରିବା ଆରମ୍ଭ କଲେ। ଭୀମ ତ ସେମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ମଧ୍ୟ କରୁଥିଲେ। ତେବେ ଆସନ୍ତୁ ଜାଣିବା ସେମାନେ କେଉଁଠି ରହିଲେ, କିପରି ବଞ୍ଚିଲେ ଓ କେଉଁ ବୟସରେ ସେମାନଙ୍କ ମୃତ୍ୟୁ ହେଲା।

Mahabharat Katha : ମହାଭାରତ ଯୁଦ୍ଧ ପରେ କେଉଁଠି ରହୁଥିଲେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ; କେବେ, କିପରି ହେଲା ମୃତ୍ୟୁ
Array