Mahabharat Story: ଅଗସ୍ତ୍ୟ ଋଷି ଓ ରାଜକୁମାରୀ ଲୋପାମୁଦ୍ରାଙ୍କ କାହାଣୀ
କିଏ ଆସି ପାଣ୍ଡବ ଭାଇମାନଙ୍କୁ ଅର୍ଜୁନଙ୍କ ଖବର ଦେଲେ? କାହିଁକି ତୀର୍ଥ ଯାତ୍ରାରେ ବାହାରିଲେ ପାଣ୍ଡବ ଭାଇମାନେ? ଋଷି ଅଗସ୍ତ୍ୟଙ୍କ ପିତୃ ପୁରୁଷମାନେ କାହିଁକି ନର୍କରେ ଥିଲେ? ରାଜାଙ୍କୁ ଝିଅଟିଏ ହେବାର ଆଶୀର୍ବାଦ ଦେଇ କୋଉ ଅଜବ ସର୍ତ୍ତ ରଖିଲେ ଋଷି ଅଗସ୍ତ୍ୟ? କାହିଁକି ପୁଣି ରାଜାମାନଙ୍କୁ ଅର୍ଥ ଭିକ୍ଷା କରିବାକୁ ବାହାରିଲେ ଋଷି? ଏଇ ସବୁ ଅଜବ ପ୍ରଶ୍ନର ଉତ୍ତର ପାଇବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।