Mahabharat Story: ବିରାଟଙ୍କ ବୃଥା କ୍ରୋଧ ଓ ପୁଣି କ୍ଷମା ପ୍ରାର୍ଥନାର ପ୍ରସଙ୍ଗ
କାହିଁକି ରାଜକୁମାରଙ୍କ ବିଜୟ ବାର୍ତ୍ତା ଶୁଣି କଙ୍କରୂପୀ ଯୁଧିଷ୍ଠିର ବୃହନ୍ନଳାଙ୍କର ପ୍ରଶଂସା କରିଥିଲେ? କାହିଁକି ଯୁଧିଷ୍ଠିରଙ୍କୁ ଆଘାତ କଲେ ରାଜା ବିରାଟ? ଯୁଧିଷ୍ଠିରଙ୍କ ରକ୍ତ ଦେଖି ବିରାଟଙ୍କୁ କ'ଣ କହିଲେ ରାଜକୁମାର ଉତ୍ତର? ମହାଭାରତର ବିରାଟ ପର୍ବରେ ଥିବା ଆହୁରି ଅନେକ ଅଜଣା ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।