Mahabharat: କୌରବଙ୍କ ଯୋଜନା ଓ ମତ୍ସ୍ୟଦେଶ ଆକ୍ରମଣ

କାହିଁକି ଚର ପଠେଇ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ବ୍ୟସ୍ତ ହୋଇ ଖୋଜୁଥିଲେ? କ'ଣ ପାଇଁ ଯୋଜନା ହେଲା ତ୍ରୀଗର୍ତ୍ତ ରାଜାଙ୍କ ସେନା ଓ କୌରବ ସେନା ମିଳିମିଶି ମତ୍ସ୍ୟଦେଶ ଆକ୍ରମଣ କରିବେ? ପରାଜିତ ବିରାଟଙ୍କୁ ଉଦ୍ଧାର କରିବାକୁ ଭୀମଙ୍କୁ କାହିଁକି ଆଦେଶ ଦେଲେ ଯୁଧିଷ୍ଠିର? ଏପରି ଆହୁରି ଅନେକ ରୋଚକ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat: କୌରବଙ୍କ ଯୋଜନା ଓ ମତ୍ସ୍ୟଦେଶ ଆକ୍ରମଣ
Array