Mahakumbh Monalisa: ଆଉ ଗୋଟେ ପାଦ ଆଗକୁ ଗଲେ ମୋନାଲିସା; ମ୍ୟୁଜିକ୍ ଭିଡିଓରେ ନାୟିକା
ଭାଇରାଲ୍ ଗାର୍ଲ ଭାବରେ ପ୍ରସିଦ୍ଧ ମୋନାଲିସା ନିକଟରେ ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓର ସୁଟିଂ ଶେଷ କରିଛନ୍ତି। ଏଥିରେ ତାଙ୍କ ସହିତ ଅଭିନେତା ଉତ୍କର୍ଷ ସିଂହ ମଧ୍ୟ ନଜର ଆସିବେ। ଏହି ମ୍ୟୁଜିକ୍ ଭିଡିଓର ପ୍ରଥମ ଲୁକ୍ରେ, ମୋନାଲିସା ସୁଟ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି।