Mahakumbh Monalisa: ଚାଲି-ହସ ପୂରା ସୁପର୍ଷ୍ଟାର୍; ମୋନାଲିସାଙ୍କ ଆଗରେ ପୂରା ଫିକା ଦୀପିକା-କାଟ୍ରୀନା
ଏବେ ପୁଣି ଥରେ ମୋନାଲିସା ପାପାରାଜୀଙ୍କ କ୍ୟାମେରାରେ କଏଦ ହୋଇଛନ୍ତି। ଭାଇରାଲ୍ ଗାର୍ଲ ଏକ ଏମ୍ବ୍ରୋଡେରୀ ନୀଳ ସୁଟ୍ ପିନ୍ଧିଥିବାର ନଜର ଆସନ୍ତି। ମୋନାଲିସାଙ୍କ ମୁହଁରେ ବହୁତ କମ୍ ମେକଅପ୍ ଅଛି। ଏଥିରେ ମୋନାଲିସାଙ୍କ ଷ୍ଟାଇଲ୍, ସ୍ମାଇଲ୍ ଆଉ ସ୍ୱାଗ୍ ଦେଖିଲେ ବଡ ବଡ ହିରୋଇନ୍ମାନେ ବି ଫିକା ପଡିଯିବେ।