Mahakumbh Monalisa: ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ନେଇ ଏମିତି କହିଲେ ମୋନାଲିସା; ସେ ମତେ ଖରାପ ନଜରରେ…
ସୋସିଆଲ ମିଡିଆରେ ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିଷୟରେ କିଛି କହୁଥିବାର ଦେଖାଯାଏ। ଏହି ଭିଡିଓ ଦେଖିବାକୁ ପରେ ମୋନାଲିସାଙ୍କ ପ୍ରତି ସନୋଜଙ୍କ ଭାବନା କ’ଣ ଆପଣ ଜାଣିପାରିବେ।