Mahanadi: ମହାନଦୀ ଆଲୋଚନାକୁ ବିଜେଡିର କଟାକ୍ଷ, ‘ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ହୋଇପାରିନି ସମାଧାନ’

ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସ୍ୱାଗତଯୋଗ୍ୟ। ତେବେ ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବାକି ବ୍ୟାରେଜ କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ।

Mahanadi: ମହାନଦୀ ଆଲୋଚନାକୁ ବିଜେଡିର କଟାକ୍ଷ, ‘ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ହୋଇପାରିନି ସମାଧାନ’
Array