Mahaprasad At Dining Table: ଡାଇନିଂ ଟେବୁଲରେ ସେବନ କରନ୍ତୁନି ମହାପ୍ରସାଦ

ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରନ୍ତୁନି । ଟ୍ବିଟ୍ କରି ଶ୍ରଦ୍ଧାଳୁମାନଙ୍କୁ ଏଭଳି ନିବେଦନ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ହୋଟେଲଗୁଡ଼ିକୁ ଏ ଦିଗରେ ସଚେତନ ହେବାକୁ କୁହାଯାଇଛି ।

Mahaprasad At Dining Table: ଡାଇନିଂ ଟେବୁଲରେ ସେବନ କରନ୍ତୁନି ମହାପ୍ରସାଦ
Array