Maharashtra CM Devendra Fadnavis: ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର, ଏକନାଥ ପାଲଟିଲେ ଡେପୁଟି CM

ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।

Maharashtra CM Devendra Fadnavis: ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର, ଏକନାଥ ପାଲଟିଲେ ଡେପୁଟି CM
Array