Maharastra Minister: ନିଜେ ମନ୍ତ୍ରୀ ମାନିଲେନି, ସରକାରଙ୍କୁ ଦେଲେ ଖୋଲା ଚାଲେଞ୍ଜ୍

ଯଦି ସାହସ ଅଛି, ମୋତେ ଗିରଫ କର ବୋଲି ପୋଲିସକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ମରାଠୀ ଏକୀକରଣ ସମିତି ଓ ଅନ୍ୟ କେତେକ ସଂଗଠନ ମୁମ୍ୱାଇର ମୀରା ରୋଡରେ ରାଲି କରିବାକୁ ଆବେଦନ କରିଥିଲେ । କିନ୍ତୁ ପୋଲିସ ଏହି ରାଲି ପାଇଁ ଅନୁମତି ଦେଇନଥିଲା ।

Maharastra Minister: ନିଜେ ମନ୍ତ୍ରୀ ମାନିଲେନି, ସରକାରଙ୍କୁ ଦେଲେ ଖୋଲା ଚାଲେଞ୍ଜ୍
Array