Mahendra Singh Dhoni: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

ଆଇପିଏଲ ସିଜିନ୍ ଆରମ୍ଭ ହେବା ମାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଜୋରଦାର ଚର୍ଚ୍ଚା ହୁଏ । ୨୦୨୫ ଆଇପିଏଲରେ ପୁଣି ଥରେ ସମାନ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାର ଉତ୍ତର ରଖିଛନ୍ତି ଧୋନୀ। ଆଇପିଏଲ ଖେଳିବାରୁ ସେ କେବେ ଅବସର ନେବେ ସେନେଇ ବଡ଼ ଘୋଷଣା କରିଛନ୍ତି ।

Mahendra Singh Dhoni: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ
Array