Mahesh Babu Under ED Radar: ଅର୍ଥ ହେରଫେର ମାମଲା; ED ରାଡାରରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ...

ବହୁ ବଡ଼ ବଡ଼ ଅଭିନେତାଙ୍କ ପରେ ଏବେ ଇଡି ସ୍କାନରରେ ସାଉଥ୍ ସୁପର ଷ୍ଟର୍ ମହେଶ ବାବୁ। ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ-ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାନା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ମାମଲାରେ ସମନ କରିଛି ଇଡି।

Mahesh Babu Under ED Radar: ଅର୍ଥ ହେରଫେର ମାମଲା; ED ରାଡାରରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ...
Array