Major Overhaul in Bhubaneswar Commissionerate Police: Law and Order to Separate from Crime Branch
#ଭାଗ_ହେବ_କମିଶନରେଟ୍_ପୋଲିସ୍ ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର। ଅପରାଧ ବିଭାଗଠାରୁ ଅଲଗା ହେଇଯିବ ଆଇନଶୃଙ୍ଖଳା। ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ଭାବେ ଦୁଇଟି ସହରାଞ୍ଚଳ ପୋଲିସ ଜିଲ୍ଲା କରାଯାଇ ନିଯୁକ୍ତ ହେବେ ଦୁଇଜଣ
#ଭାଗ_ହେବ_କମିଶନରେଟ୍_ପୋଲିସ୍
ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର। ଅପରାଧ ବିଭାଗଠାରୁ ଅଲଗା ହେଇଯିବ ଆଇନଶୃଙ୍ଖଳା। ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ଭାବେ ଦୁଇଟି ସହରାଞ୍ଚଳ ପୋଲିସ ଜିଲ୍ଲା କରାଯାଇ ନିଯୁକ୍ତ ହେବେ ଦୁଇଜଣ