Malaika Arora ୫୧ ବର୍ଷ ବୟସରେ ବି ଫିଟ୍ନେସ୍ ଏବଂ ଷ୍ଟାଇଲ୍ରେ କରୁଛନ୍ତି ଘାଇଲା
ମଲାଇକା ଅରୋରା ତାଙ୍କ ଫ୍ୟାଶନ୍ ସେନ୍ସ କାରଣରୁ ସବୁବେଳେ ହେଡଲାଇନ୍ରେ ରହିଥାଆନ୍ତି। ୫୧ ବର୍ଷ ବୟସରେ ମଧ୍ୟ ଅଭିନେତ୍ରୀ ତାଙ୍କ ଫିଟ୍ନେସ୍ ଏବଂ ଷ୍ଟାଇଲ୍ରେ ହଇଚଇ ସୃଷ୍ଟି କରନ୍ତି। ବୁଧବାର ସକାଳେ ଯେତେବେଳେ ଅଭିନେତ୍ରୀ ବାହାରକୁ ଆସିଥିଲେ, ସେତେବେଳେ ସମସ୍ତଙ୍କ ଆଖି ତାଙ୍କ ଉପରେ ରହିଥିଲା।