Malkangiri Mysterious Village: ବିଧବା ଗାଁ... ଏଠି ୩୦ ଛୁଇଁଲେ ବଞ୍ଚୁନାହାନ୍ତି ପୁରୁଷ !
ଓଡ଼ିଶାର ଏକ ରହସ୍ୟମୟ ଗାଁ, ଏଠି ବିବାହର ବର୍ଷ କେଇଟାରେ ବିଧବା ହେଉଛି ନବବଧୂ ! ଲିଭି ଯାଉଛି ମଥାର ସିନ୍ଦୁର । ମାତ୍ର ୩୦ ବର୍ଷ ଭିତରେ ଜୀବନ ହରାଉଛନ୍ତି ଅଧିକାଂଶ ଯୁବକ । ଗାଁରେ ଜଣେ ହେଲେ ନାହାନ୍ତି ବୟସ୍କ ।