Man Stabs Friend: ଭୋଜିକୁ ଯାଇ ଶବ ହୋଇ ଫେରିଲେ, ଭୁଲ ଥିଲା ଅଧିକ ଚିକେନ ମାଗିବା

ଯୁକ୍ତିତର୍କ ଚାଲିଥିବା ବେଳେ ବିଟଲ ନିଜ ରାଗି ଯାଇ ରୋଷେଇ ଘରକୁ ଯାଇଥିଲେ । ପିଆଜ କଟା ଛୁରୀ ଆଣି ଏକାଧିକ ଥର ବିନୋଦଙ୍କ ଶରୀରରେ ଭୁଷି ଦେଇଥିଲେ ।

Man Stabs Friend: ଭୋଜିକୁ ଯାଇ ଶବ ହୋଇ ଫେରିଲେ, ଭୁଲ ଥିଲା ଅଧିକ ଚିକେନ ମାଗିବା
Array