Manas Mangaraj: ସରକାରୀ ଜମି ମାଡ଼ି ବସିଛନ୍ତି ବିଜେଡି ସାଂସଦ ! କିଣିଛନ୍ତି ୬ ଏକର...ଅକ୍ତିଆର କରିଛନ୍ତି ୧୨ ଏକର !
ତତକାଳୀନ ବିଜେଡି ସରକାରର ପାୱାରଫୁଲ ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନାଁରେ ମାଳ ମାଳ ଅଭିଯୋଗ । ଗରିବ-ନୀରିହ ଲୋକଙ୍କୁ ଧମକାଇ ହଡପ କରିନେଇଛନ୍ତି ଶହେ ବର୍ଷ ହେଲା ସେମାନଙ୍କ ପାଖରେ ଥିବା ସରକାରୀ ଜମି ।