Mandeep-Udita Marriage: ଦ୍ବିତୀୟ ଇନିଂସ ଆରମ୍ଭ କରିବେ ମନଦୀପ-ଉଦିତା

ଭାରତୀୟ ହକି ତାରକା ମନଦୀପ ସିଂ ଏବଂ ଉଦିତା ଦୁହାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଦମ୍ପତି ମାର୍ଚ୍ଚ ୨୧, ୨୦୨୫ରେ ଜଳନ୍ଧରର ମଡେଲ ଟାଉନ୍‌ସ୍ଥିତ ଶ୍ରୀ ଗୁରୁଦ୍ୱାରରେ ବିବାହ କରିବେ।

Mandeep-Udita Marriage: ଦ୍ବିତୀୟ ଇନିଂସ ଆରମ୍ଭ କରିବେ ମନଦୀପ-ଉଦିତା
Array