Maoists Loot Explosives: ମାଓବାଦୀ ଲୁଟିଛନ୍ତି ୪ ଟନ୍ ବିସ୍ଫୋରକ! ରାଉରକେଲା ସୀମାରେ ହାଇଆଲର୍ଟ

ମଙ୍ଗଳବାର। ସକାଳ ପ୍ରାୟ ୮ଟା ୫୦। ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଁଚିଥିଲା। ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଇବା ବେଳେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି। ହାତରେ ଧରିଥିଲେ ବନ୍ଧୁକ। ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ ଜଙ୍ଗଲକୁ।

Maoists Loot Explosives: ମାଓବାଦୀ ଲୁଟିଛନ୍ତି ୪ ଟନ୍ ବିସ୍ଫୋରକ! ରାଉରକେଲା ସୀମାରେ ହାଇଆଲର୍ଟ
Array