Maoists looted 4 ton Explosive: ୪ ଟନ ବିସ୍ଫୋରକ ଲୁଟିଛନ୍ତି ମାଓବାଦୀ, ତନାଘନା କଲାଣି ଏନଆଇଏ ଟିମ

ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ଲୁଟିଛନ୍ତି 4 ଟନର ବିସ୍ଫୋରକ। ଖବର ସ୍ପଷ୍ଟ ହେବା ପରେ ମାଓବାଦୀଙ୍କ ବ୍ୟବହାରରେ ଲାଗିବା ପୂର୍ବରୁ ଲୁଟ୍ ବିପୁଳ ବିସ୍ଫୋରକ ଜବତ୍ ପାଇଁ ବଡ଼ ଧରଣର କମ୍ବିଂ ଅପରେସନ୍ ଚାଲିଛି। ଏନ୍ଆଇଏ ଟିମ୍ ମଧ୍ୟ ପହଞ୍ଚି ତନାଘନା ଆରମ୍ଭ କରିଛି।

Maoists looted 4 ton Explosive: ୪ ଟନ ବିସ୍ଫୋରକ ଲୁଟିଛନ୍ତି ମାଓବାଦୀ, ତନାଘନା କଲାଣି ଏନଆଇଏ ଟିମ
Array