Maradona Death suspense: ବିତିଲାଣି ୪ ବର୍ଷ, ଏବେବି ରହସ୍ୟ ଘେରରେ ମାରାଡୋନାଙ୍କ ମୃତ୍ୟୁ

ଆର୍ଜେଣ୍ଟିନା ଫୁଟବଲର ଏହି କରିତକର୍ମା ବ୍ୟକ୍ତି ଜଣଙ୍କ ୪ ବର୍ଷ ତଳେ ହୃଦଘାତରେ ପ୍ରାଣ ହରାଇଥିଲେ। ତେବେ କିଭଳି ତାଙ୍କର ମୃତ୍ୟୁ ହୋଇଥିଲା ତାହା ଏ ଯାଏ ଏକ ରହସ୍ୟ ରହି ଆସିଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଏକ ମାସ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା ।

Maradona Death suspense: ବିତିଲାଣି ୪ ବର୍ଷ, ଏବେବି ରହସ୍ୟ ଘେରରେ ମାରାଡୋନାଙ୍କ ମୃତ୍ୟୁ
Array