Marital Murder Cases: କେବେ ସ୍ୱାମୀ ତ କେବେ ସ୍ତ୍ରୀ, କାହିଁକି ଘଟୁଛି ହତ୍ୟା ପରେ ହତ୍ୟା ?

ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ । ଲହୁ ଲୁହରେ ଭିଜି ଉଜୁଡ଼ି ଯାଉଛି ସୁନାର ସଂସାର । ଜମିଜମା ହେଉ ଅବା ପରକୀୟା ପ୍ରୀତି, ଆର୍ଥିକ ସମସ୍ୟା ହେଉ ଅବା ପୈତୃକ ସମ୍ପତ୍ତି । ଏସବୁ ଘଟଣାର ପୃଷ୍ଠଭୂମି ଉପରେ ଗତକିଛି ଦିନ ହେଲା, କ୍ରମାଗତ ସଂଘଟିତ ହେଉଛି ଅପରାଧ ।

Marital Murder Cases: କେବେ ସ୍ୱାମୀ ତ କେବେ ସ୍ତ୍ରୀ, କାହିଁକି ଘଟୁଛି ହତ୍ୟା ପରେ ହତ୍ୟା ?
Array